ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଅଙ୍ଗ ପ୍ରତିରୋପଣ ୟୁନିଟ ଆରମ୍ଭ ହୋଇଛି।
ଏଯାବତ ରୋଗୀମାନଙ୍କୁ ଚେନ୍ନାଇ କିମ୍ବା ଦିଲ୍ଲୀ ଯିବାକୁ ପଡ଼ୁଥିଲା। ନୂଆ ୟୁନିଟ ଫଳରେ ରାଜ୍ୟରେ ହିଁ ଚିକିତ୍ସା ସମ୍ଭବ ହେବ।
ଏବେ ରାଜ୍ୟରେ ହିଁ କିଡନୀ ଓ ଯକୃତ ପ୍ରତିରୋପଣ ସୁବିଧା ମିଳିବ।
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଅଙ୍ଗ ପ୍ରତିରୋପଣ ୟୁନିଟ ଆରମ୍ଭ ହୋଇଛି।
ଏଯାବତ ରୋଗୀମାନଙ୍କୁ ଚେନ୍ନାଇ କିମ୍ବା ଦିଲ୍ଲୀ ଯିବାକୁ ପଡ଼ୁଥିଲା। ନୂଆ ୟୁନିଟ ଫଳରେ ରାଜ୍ୟରେ ହିଁ ଚିକିତ୍ସା ସମ୍ଭବ ହେବ।
ସ୍ୱାସ୍ଥ୍ୟଅଳ୍ପ ମଦ୍ୟପାନ ବି ବଢ଼ାଇପାରେ କର୍କଟ ଆଶଙ୍କା!
ସ୍ୱାସ୍ଥ୍ୟମାନସିକ ଚାପରୁ କମୁଛି କି ସ୍ମରଣଶକ୍ତି? ଜାଣନ୍ତୁ କ’ଣ ଏହି ବ୍ରେନ୍ ଫଗ୍
ସ୍ୱାସ୍ଥ୍ୟବଢ଼ିଲା ବାୟୁ ପ୍ରଦୂଷଣ, ଦିଲ୍ଲୀରେ କଡ଼ା ନିୟମ ଲାଗୁ
ପ୍ରଥମ ମନ୍ତବ୍ୟ ଦିଅନ୍ତୁ।